ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାତୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାତୁଆ   ବିଶେଷଣ

ଅର୍ଥ : ନାତ ମାରୁଥିବା (ପଶୁ)

ଉଦାହରଣ : ଇଏ ନାତୁଆ ବଳଦ, ତା ଠାରୁ ଟିକିଏ ଦୂରରେ ରହ

ସମକକ୍ଷ : ଲାତୁଆ


ଅନ୍ୟ ଭାଷାରେ ଅନୁବାଦ :

लात मारनेवाला (पशु)।

यह लतहा बैल है जरा इससे दूर ही रहो।
लतहा