ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଟ୍ୟୋକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଟ୍ୟୋକ୍ତି   ବିଶେଷ୍ୟ

ଅର୍ଥ : ନାଟକ ଗ୍ରନ୍ଥଗୁଡ଼ିକରେ ବ୍ୟବହୃତ ବିଶେଷ ସଂବୋଧନସୂଚକ ଶବ୍ଦ ଯାହା କୌଣସି ବିଶେଷ ବ୍ୟକ୍ତିପାଇଁ ଥାଏ

ଉଦାହରଣ : ନାଟକଗୁଡ଼ିକରେ ବ୍ରାହ୍ମଣଙ୍କ ପାଇଁ ଆର୍ଯ୍ୟ ଏବଂ କ୍ଷତ୍ରିୟଙ୍କ ପାଇଁ ମହାରାଜ ନାଟ୍ୟୋକ୍ତି ବ୍ୟବହୃତ ହୁଏ


ଅନ୍ୟ ଭାଷାରେ ଅନୁବାଦ :

नाटक ग्रंथों में प्रयुक्त वह विशेष संबोधनसूचक शब्द जो किसी विशेष व्यक्ति के लिए होता है।

नाटकों में ब्राह्मण के लिए आर्य और क्षत्रिय के लिए महाराज नाट्योक्ति हैं।
नाट्योक्ति