ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଜୀ   ବିଶେଷ୍ୟ

ଅର୍ଥ : ଜର୍ମାନ୍ ଦେଶର ଯେଉଁ ଶକ୍ତିଶାଳୀ ଦଳଟି ନିଜକୁ ରାଷ୍ଟ୍ରୀୟ ସାମ୍ୟବାଦୀ ବୋଲି କହୁଥିଲା

ଉଦାହରଣ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜୀର ପରାଜୟ ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

जर्मन देश का एक शक्तिशाली दल जो अपने को राष्ट्रीय साम्यवादी कहता था।

नात्ज़ी का पराभव दूसरे महायुद्ध में हुआ था।
नाज़ी, नाजी, नात्ज़ी, नात्सी

ଅର୍ଥ : ଜର୍ମାନ୍ ଦେଶର ନାଜୀ ଦଳର ସଦସ୍ୟ

ଉଦାହରଣ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜୀମାନଙ୍କର ପରାଜୟ ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

जर्मन देश के नात्ज़ी दल का सदस्य।

दूसरे महायुद्ध में नात्ज़ियों की हार हुई।
नाज़ी, नाजी, नात्ज़ी, नात्सी

A German member of Adolf Hitler's political party.

german nazi, nazi