ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନାକ ଭିତରେ ହେଉଥିବା ଏକ ରୋଗ
ଉଦାହରଣ : ନାକବ୍ରଣରେ ପୋଡ଼ା ଏବଂ ଫୁଲା ହୁଏ ତଥା ନାକ ଫୁଲି ଯାଏ
ସମକକ୍ଷ : ଉହା
ଅନ୍ୟ ଭାଷାରେ ଅନୁବାଦ :हिन्दी
नाक के भीतर होनेवाला एक रोग।
ଅର୍ଥ : ନାକରେ ହେଉଥିବା ଏକ ବଥ
ଉଦାହରଣ : ଫୁଲର ବାସ୍ନା ସୁଙ୍ଘିଲେ ହିଁ ନାକବ୍ରଣ ଭଲ ହୋଇଯିବ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नाक में होने वाला एक फोड़ा।
A painful sore with a hard core filled with pus.
ସଂସ୍ଥାପନ କରନ୍ତୁ