ଅର୍ଥ : ଭାଙ୍ଗିରୁଜି ନଷ୍ଟ ହେବା
ଉଦାହରଣ :
ସବୁଠାରୁ ଭଲ ଜଣାଶୁଣା ମହଲ ସମୟର ସହିତ ଉଜୁଡ଼ିଗଲା
ସମକକ୍ଷ : ଉଜୁଡ଼ିବା, ଭଗ୍ନ ହେବା, ଭାଙ୍ଗିରୁଜି ଯିବା
ଅନ୍ୟ ଭାଷାରେ ଅନୁବାଦ :
टूट-फूटकर नष्ट होना।
कभी सबसे अच्छी मानी जाने वाली यह हवेली समय के साथ उजड़ गई।ଅର୍ଥ : କୌଣସି କାମ ଆଦିରେ କ୍ଷତି ବା ହାନିହେବା
ଉଦାହରଣ :
ଏହିକାମରେ ରାମର ଅନେକ କ୍ଷତିହେଲା
ସମକକ୍ଷ : ଅପଚୟ ହେବା, କ୍ଷତିହେବା, ନାଶହେବା, ହାନିହେବା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में नुकसान या हानि उठाना।
इस धंधे में राम ने बहुत नुकसान उठाया।Suffer failure, as in some enterprise.
shipwreck