ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଳିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଳିନୀ   ବିଶେଷ୍ୟ

ଅର୍ଥ : ଜଣେ ପୌରାଣିକ ମହିଳା

ଉଦାହରଣ : ରାଜା ଅଳମିଢଙ୍କ ପତ୍ନୀ ନଳିନୀ


ଅନ୍ୟ ଭାଷାରେ ଅନୁବାଦ :

एक पौराणिक महिला।

नलिनी राजा अलमीढ़ की पत्नी थीं।
नलिनी

An imaginary being of myth or fable.

mythical being

ଅର୍ଥ : ନଡିଆରୁ ତିଆରି ହେଉଥିବା ଏକପ୍ରକାରର ମଦ

ଉଦାହରଣ : କେନାଲ କୂଳରେ ଦୁଇଜଣ ମଜୁରିଆ ବସି ନଳିନୀ ମଦ ପିଉଛନ୍ତି

ସମକକ୍ଷ : ନଳିନୀ ମଦ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की शराब जो नारियल से बनती है।

नहर के किनारे बैठकर दो मजदूर नलिनी पी रहे हैं।
नलिनी