ଅର୍ଥ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
ଉଦାହରଣ :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
ଉଦାହରଣ :
ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
ସମକକ୍ଷ : ନାଡ଼ି, ବାହିନୀ ନଳିକା
ଅନ୍ୟ ଭାଷାରେ ଅନୁବାଦ :
A bodily passage or tube lined with epithelial cells and conveying a secretion or other substance.
The tear duct was obstructed.