ଅର୍ଥ : ରୋଗୀ ତଥା ନବଜାତ ଶିଶୁଙ୍କ ସେବା ନିମନ୍ତେ ପ୍ରଶିକ୍ଷିତ ମହିଳା
ଉଦାହରଣ :
ମୋ ନଣନ୍ଦ ବମ୍ବେ ହସ୍ପିଟାଲରେ ନର୍ସ ଅଛନ୍ତି
ସମକକ୍ଷ :
ଉପଚାରିକା, ସିଷ୍ଟର, ସେବିକା
ଅନ୍ୟ ଭାଷାରେ ଅନୁବାଦ :
One skilled in caring for young children or the sick (usually under the supervision of a physician).
nurse