ଅର୍ଥ : ଉଲ କପଡା ଓ ଭିଣା ହୋଇଥିବା ଉଲରୁ ପ୍ରସ୍ତୁତ ଏକ ପ୍ରକାର କମ୍ବଳ ଯେଉଁଥିରେ ରଙ୍ଗବେରଙ୍ଗ ସୂଚୀକାମ ହୋଇଥାଏ
ଉଦାହରଣ :
ବିଛଣାରୂପେ ନମଦାର ବ୍ୟବହାର ହୁଏ
ଅନ୍ୟ ଭାଷାରେ ଅନୁବାଦ :
ऊनी कपड़े और धुने हुए ऊन से बना एक प्रकार का कंबल जिस पर रंगबिरंगी कढ़ाई की जाती है।
नमदा का उपयोग बिछौने के रूप में होता हैं।
नमदह,
नमदा
A fabric made of compressed matted animal fibers.
felt