ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବୀକରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବୀକରଣ କରିବା   କ୍ରିୟାପଦ

ଅର୍ଥ : ଆଉଥରେ ନୂଆରୂପକୁ ଆଣିବା ବା ନୂଆ ରୂପ ଦେବା

ଉଦାହରଣ : କର୍ମଚାରୀ ଜଣକ ମୋର ପରିଚୟ-ପତ୍ରର ନବୀକରଣ କରୁଛନ୍ତି

ସମକକ୍ଷ : ନୂଆକରିବା


ଅନ୍ୟ ଭାଷାରେ ଅନୁବାଦ :

फिर से नये रूप में लाना या नया रूप देना।

बाबू मेरे परिचय-पत्र का नवीनीकरण कर रहा है।
नया करना, नवीकरण करना, नवीनीकरण करना

Restore to a previous or better condition.

They renovated the ceiling of the Sistine Chapel.
renovate, restitute