ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବତାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବତାରା   ବିଶେଷ୍ୟ

ଅର୍ଥ : ଯେଉଁ ତାରା ନିଜର କିଛି ପଦାର୍ଥକୁ ମେଘ ରୂପରେ ଉତ୍ସର୍ଗୀକୃତ କରେ ଏବଂ ସେହି କାରଣରୁ ଆହୁରି ଉଜ୍ୱଳ ହୁଏ

ଉଦାହରଣ : ଆକାଶବିଜ୍ଞାନୀ ଜଣକ ଆକାଶରେ ଦେଖା ଯାଉଥିବା ଗୋଟିଏ ନବତାରାର ଗତିବିଧି ଅଧ୍ୟୟନ କରୁଛନ୍ତି

ସମକକ୍ଷ : ନୋବା, ନୋଭା


ଅନ୍ୟ ଭାଷାରେ ଅନୁବାଦ :

वह तारा जो अपने कुछ पदार्थों को बादल के रूप में उत्सर्जित करता है और जिसके कारण वह और भी चमकता है।

खगोलज्ञ आकाश में दिख रहे एक नवतारे की गतिविधि का अध्ययन कर रहा है।
नवतारा, नोवा

A star that ejects some of its material in the form of a cloud and becomes more luminous in the process.

nova