ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଦ   ବିଶେଷ୍ୟ

ଅର୍ଥ : ଗୋଟିଏ ଲୋକବାଦ୍ୟ ଯନ୍ତ୍ର

ଉଦାହରଣ : ରାଜସ୍ଥାନର ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡିକ ମଧ୍ୟରେ ନଦର ଏକବିଶେଷ ସ୍ଥାନ ରହିଛି


ଅନ୍ୟ ଭାଷାରେ ଅନୁବାଦ :

एक लोक वाद्ययंत्र।

राजस्थान के पारंपरिक वाद्ययंत्रों में नद का एक विशेष स्थान है।
नद

Any of various devices or contrivances that can be used to produce musical tones or sounds.

instrument, musical instrument

ଅର୍ଥ : ବଡ଼ ନଦୀ ବା ଯେଉଁ ନଦୀର ନାମ ପୁଂଲିଙ୍ଗବାଚକ

ଉଦାହରଣ : ବ୍ରହ୍ମପୁତ୍ର ଏକ ନଦ

ସମକକ୍ଷ : ବଡ଼ନଦୀ


ଅନ୍ୟ ଭାଷାରେ ଅନୁବାଦ :

बड़ी नदी या वह नदी जिसका नाम पुल्लिंगवाची हो।

ब्रह्मपुत्र एक नद है।
नद

ଅର୍ଥ : ଜଣେ ଋଷି

ଉଦାହରଣ : ନଦର ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : ନଦ ଋଷି


ଅନ୍ୟ ଭାଷାରେ ଅନୁବାଦ :

एक ऋषि।

नद का वर्णन पुराणों में मिलता है।
नद, नद ऋषि

A mentor in spiritual and philosophical topics who is renowned for profound wisdom.

sage