ଅର୍ଥ : କୌଣସି ସୁନ୍ଦର ବା ପ୍ରିୟ ମନୁଷ୍ୟ ବା ବସ୍ତୁ ଉପରେ ପଡ଼ୁଥିବା ଦୃଷ୍ଟିର ଖରାପ ପ୍ରଭାବ
ଉଦାହରଣ :
ଲୋକଙ୍କ ନଜର ଦୃଷ୍ଟିରୁ ବଞ୍ଚାଇବାପାଇଁ ମା’ ତାର ପିଲା ମଥାରେ କଳା ଟୋପା ଲଗାଇଦେଲେ
ସମକକ୍ଷ : କୁଦୃଷ୍ଟି, କୁନଜର, ଖରାପ ଦୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
A look that is believed to have the power of inflicting harm.
evil eyeଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ସମକକ୍ଷ : ଦୃଷ୍ଟି, ଦୃଷ୍ଟି କୋଣ, ବିଚାର
ଅନ୍ୟ ଭାଷାରେ ଅନୁବାଦ :
A mental position from which things are viewed.
We should consider this problem from the viewpoint of the Russians.ଅର୍ଥ : ଦେଖିବା କ୍ରିୟା ବା ଢଙ୍ଗ
ଉଦାହରଣ :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
ଅନ୍ୟ ଭାଷାରେ ଅନୁବାଦ :
The act of directing the eyes toward something and perceiving it visually.
He went out to have a look.