ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚଢ଼େଇଆର ବଡ ଲମ୍ବା, ତୀକ୍ଷଣ ବାଉଁଶ ଯାହା ଶିକାରକୁ ଫାନ୍ଦରେ ପକାଇବାରେ ସାହାଯ୍ୟ କରେ
ଉଦାହରଣ : ଶିକାରୀ ହାତରେ ଖେଞ୍ଚୁଣୀ ଧରି ଜଙ୍ଗଲରେ ବୁଲୁଥିଲା
ସମକକ୍ଷ : ଖେଞ୍ଚୁଣୀ, ଭୂଷା, ଲଗି
ଅନ୍ୟ ଭାଷାରେ ଅନୁବାଦ :हिन्दी
बहेलियों का वह लम्बा, नुकीला बाँस जो शिकार फँसाने के काम आता है।
ଅର୍ଥ : ଆଙ୍କୁଡ଼ି ଲଗାହୋଇଥିବା ଏକ ଲମ୍ବା ବାଉଁଶ ଯେଉଁଥିରେ ଫଳ ତୋଳାଯାଏ
ଉଦାହରଣ : ସେ ଲଗିରେ ଆମ୍ବ ତୋଳୁଛି
ସମକକ୍ଷ : ଲଗି
अँकुसी लगा वह लंबा बाँस जिससे फल आदि तोड़े जाते हैं।
ଅର୍ଥ : କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ
ଉଦାହରଣ : ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି
ସମକକ୍ଷ : ବତା, ବାଡ଼ି, ଲଗି
लकड़ी या बाँस आदि का सीधा थोड़ा लंबा टुकड़ा।
ସଂସ୍ଥାପନ କରନ୍ତୁ