ଅର୍ଥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
ଉଦାହରଣ :
ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any celestial body visible (as a point of light) from the Earth at night.
starଅର୍ଥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
ଉଦାହରଣ :
ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
ଅନ୍ୟ ଭାଷାରେ ଅନୁବାଦ :
A configuration of stars as seen from the earth.
constellationଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ନିଜ ମାର୍ଗରେ ପଡ଼ୁଥିବା ସତେଇଶ ସ୍ଥିର ତାରା ସମୁଦାୟ ମଧ୍ୟରେ ବିତାନ୍ତି
ଉଦାହରଣ :
ତାର ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :