ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକଲକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକଲକାରୀ   ବିଶେଷ୍ୟ

ଅର୍ଥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ

ଉଦାହରଣ : ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ

ସମକକ୍ଷ : ଅନୁକରଣକାରୀ


ଅନ୍ୟ ଭାଷାରେ ଅନୁବାଦ :

वह जो किसी शब्द, वाक्य आदि की अमान्य रूप से नक़ल करता हो।

निरीक्षक ने नकलचियों को परीक्षा कक्ष से बाहर निकाल दिया।
अनुकारक, अनुकारी, नकलची, नक़लची, नक्काल

Someone who copies the words or behavior of another.

ape, aper, copycat, emulator, imitator

ଅର୍ଥ : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ

ଉଦାହରଣ : ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା

ସମକକ୍ଷ : ନକଲଚୀ


ଅନ୍ୟ ଭାଷାରେ ଅନୁବାଦ :

वह जो किसी के हाव-भाव, आवाज आदि का नकल करता हो।

सर्कस में एक नकलची अपने साथियों का नकल उतार रहा था।
अनुकारक, अनुकारी, नकलची, नक़लची, नक्काल

Someone who copies the words or behavior of another.

ape, aper, copycat, emulator, imitator

ନକଲକାରୀ   ବିଶେଷଣ

ଅର୍ଥ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ

ଉଦାହରଣ : ମାଙ୍କଡ଼ ବହୁତ ନକଲକାରୀ

ସମକକ୍ଷ : ଅନୁକରଣକାରୀ


ଅନ୍ୟ ଭାଷାରେ ଅନୁବାଦ :

जो किसी के हाव-भाव, बोली आदि की नक़ल करता हो।

बंदर बहुत नकलची होते हैं।
अनुकारी, अनुहारक, अनुहारी, नकलची, नक़लची

Constituting an imitation.

The mimic warfare of the opera stage.
mimic