ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଈପଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଈପଠା   ବିଶେଷ୍ୟ

ଅର୍ଥ : ନଈ ଘୁଞ୍ଚିଯିବାରୁ ସୃଷ୍ଟି ହୋଇଥିବା ବାଲିର ଭୂଇଁ

ଉଦାହରଣ : କୃଷକ ପଠାରେ ପରିବା ଚାଷ କରିଛି

ସମକକ୍ଷ : ପଠା


ଅନ୍ୟ ଭାଷାରେ ଅନୁବାଦ :

नदी के हट जाने से निकली हुई या नदी के रेत से बनी हुई भूमि।

किसान गंगबरार में सब्जी बोया है।
गंग-बरार, गंगबरार, धारधूरा, बरामद

ଅର୍ଥ : ନଈର ଏଭଳି କୂଳ ଯେଉଁଠି ବାଲି ସହିତ ମାଟି ମଧ୍ୟ ମିଶି ଥାଏ ତଥା ଚାଷ ଯୋଗ୍ୟ ହୋଇଥାଏ

ଉଦାହରଣ : କୃଷକ ନଈପଠା ହଳ କରୁଛି


ଅନ୍ୟ ଭାଷାରେ ଅନୁବାଦ :

नदी का ऐसा किनारा जिसमें बालू के साथ मिट्टी भी मिली हो और जो जोतने बोने के योग्य हो गया हो।

किसान मगरो की जुताई कर रहा है।
मगरो