ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧ୍ୟାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧ୍ୟାନୀ   ବିଶେଷଣ

ଅର୍ଥ : ଧ୍ୟାନ କରିବାବାଲା ବା ଧ୍ୟାନରେ ମଗ୍ନ ଥିବା

ଉଦାହରଣ : ଧ୍ୟାନୀ ବ୍ୟକ୍ତିମାନଙ୍କ ଧ୍ୟାନଦ୍ୱାରା ବହୁତ ଯଥାର୍ଥ କଥାର ପତ୍ତା ଜଣାଯାଏ

ସମକକ୍ଷ : ଧ୍ୟାନଯୁକ୍ତ


ଅନ୍ୟ ଭାଷାରେ ଅନୁବାଦ :

ध्यानयोग करने वाला।

ध्यानी व्यक्तियों को ध्यान द्वारा बहुत सारी यथार्थ बातों का पता चल जाता है।
ध्यानी

ଅର୍ଥ : ଯେ ଧ୍ୟାନରେ ମଗ୍ନ

ଉଦାହରଣ : ଧ୍ୟାନମଗ୍ନ ଋଷିଙ୍କ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲା

ସମକକ୍ଷ : ଧ୍ୟାନନିଷ୍ଠ, ଧ୍ୟାନମଗ୍ନ, ଧ୍ୟାନସ୍ଥ


ଅନ୍ୟ ଭାଷାରେ ଅନୁବାଦ :

जो ध्यान में मग्न हो।

ध्यानमग्न ऋषि का शरीर जर्जर हो गया है।
ध्याननिष्ठ, ध्यानमग्न, ध्यानयुक्त, ध्यानशील, ध्यानस्थ, ध्यानावस्थित, ध्यानी