ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୃତରାଷ୍ଟ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୃତରାଷ୍ଟ୍ର   ବିଶେଷ୍ୟ

ଅର୍ଥ : ଏକ ନାଗ

ଉଦାହରଣ : ଧୃତରାଷ୍ଟ୍ର ନାଗର ବର୍ଣ୍ଣନା ପୁରାଣରେ ରହିଛି

ସମକକ୍ଷ : ଧୃତରାଷ୍ଟ୍ର ନାଗ


ଅନ୍ୟ ଭାଷାରେ ଅନୁବାଦ :

एक नाग।

धृतराष्ट्र का वर्णन पुराणों में मिलता है।
धृतराष्ट्र

An imaginary being of myth or fable.

mythical being

ଅର୍ଥ : ଯେଉଁ ଦେଶ ଭଲ ରାଜାଙ୍କ ଶାସନାଧୀନ ଥାଏ

ଉଦାହରଣ : ଆଜି ଆମେ କାହାକୁ ଧୃତରାଷ୍ଟ୍ର କହିବା?


ଅନ୍ୟ ଭାଷାରେ ଅନୁବାଦ :

वह देश जो अच्छे राजा के शासन में हो।

आज हम किसे धृतराष्ट्र कहें?
धृतराष्ट्र, धृतराष्ट्र देश

ଅର୍ଥ : ଜନ୍ମେଜୟଙ୍କ ପୁତ୍ର

ଉଦାହରଣ : ମୋତେ ଧୃତରାଷ୍ଟ୍ରଙ୍କ କାହାଣୀ ଭଲ ଲାଗେ


ଅନ୍ୟ ଭାଷାରେ ଅନୁବାଦ :

जनमेजय का पुत्र।

मुझे धृतराष्ट्र की कहानी अच्छी लगी।
धृतराष्ट्र

An imaginary being of myth or fable.

mythical being

ଅର୍ଥ : ଜଣେ କୌରବ ରାଜା ଯେ ଦୁର୍ଯୋଧନଙ୍କ ପିତା

ଉଦାହରଣ : ଧୃତରାଷ୍ଟ୍ର ଜନ୍ମାନ୍ଧ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

एक कौरव राजा जो दुर्योधन के पिता थे।

धृतराष्ट्र जन्मांध थे।
अंबिकेय, अम्बिकेय, आंबिकेय, आम्बिकेय, धृतराष्ट्र

An imaginary being of myth or fable.

mythical being

ଅର୍ଥ : ଯାହାଙ୍କ ରାଜ୍ୟ ସୁଦୃଢ ଥାଏ

ଉଦାହରଣ : ଭୋଜ,ଅଶୋକ ଆଦି ଧୃତରାଷ୍ଟ୍ର ଥିଲେ


ଅନ୍ୟ ଭାଷାରେ ଅନୁବାଦ :

वह जिसका राज्य दृढ़ हो।

भोज, अशोक आदि धृतराष्ट्र थे।
धृतराष्ट्र

ଅର୍ଥ : ଏକ ପ୍ରକାରର ହଂସ

ଉଦାହରଣ : ସେ ଧୃତରାଷ୍ଟ୍ର ହଂସ ପାଳନ କରିଛି

ସମକକ୍ଷ : ଧୃତରାଷ୍ଟ୍ର ହଂସ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का हंस।

उसने धृतराष्ट्र पाला है।
धृतराष्ट्र

ଅର୍ଥ : ଗନ୍ଧର୍ବମାନଙ୍କର ଜଣେ ରାଜା

ଉଦାହରଣ : ଧୃତରାଷ୍ଟ୍ର ପ୍ରଶଂସନୀୟ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

गंधर्वों के एक राजा।

धृतराष्ट्र प्रशंसनीय थे।
धृतराष्ट्र

A prince or king in India.

raja, rajah