ଅର୍ଥ : ଧୂପ ରଖିବାପାଇଁ ଛୋଟ ବାସନ
ଉଦାହରଣ :
ମାଆ ଧୂପଦାନୀରୁ ଧୂପ ଜଳାଇବାପାଇଁ ବାହାର କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପାତ୍ରରେ ଝୁଣା ବା ଧୂପ ରଖି ଜଳାହୁଏ
ଉଦାହରଣ :
ଜେଜେ ପୂଜା କରିବାପାଇଁ ଧୂପଦାନୀରେ ଧୂପ ଜଳେଇଲେ
ଅନ୍ୟ ଭାଷାରେ ଅନୁବାଦ :