ଅର୍ଥ : ତମାଖୁ ବା ଗଞ୍ଜେଇଧୂଆଁ ଜୋରରେ ଟାଣିବା
ଉଦାହରଣ :
ଖେତର ହିଡ଼ଉପରେ ବସି କୃଷକଟି ଧୂଆଁ ଟାଣୁଥିଲା
ସମକକ୍ଷ : ଧୂମ୍ରପାନ କରିବା
ଅନ୍ୟ ଭାଷାରେ ଅନୁବାଦ :
तंबाकू या गाँजे का धुआँ जोर से खींचना।
खेत की मेड़ पर बैठकर किसान सुट्टा मार रहा था।Inhale and exhale smoke from cigarettes, cigars, pipes.
We never smoked marijuana.ଅର୍ଥ : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା
ଉଦାହରଣ :
ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି ସେ ଦିନଯାକ ଅନେକ ସିଗାରେଟ ଟାଣୁଛି
ସମକକ୍ଷ : ଧୂଆଁ ପିଇବା, ଧୂମପାନକରିବା, ଫୁଙ୍କିବା
ଅନ୍ୟ ଭାଷାରେ ଅନୁବାଦ :
तम्बाकू, गाँजे आदि का धुआँ मुँह से खींचकर बाहर निकालना।
श्याम अपने माँ-बाप से छिपकर धूम्रपान करता है।Inhale and exhale smoke from cigarettes, cigars, pipes.
We never smoked marijuana.