ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ଉଦାହରଣ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ସମକକ୍ଷ : ଚଳାଇବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित या विशेष स्थिति आदि में रखना।
कमरे को साफ रखो।ଅର୍ଥ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
ଉଦାହରଣ :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
ସମକକ୍ଷ : ଗ୍ରହଣ କରିବା, ନେବା, ଯାପନ କରିବା
ଅନ୍ୟ ଭାଷାରେ ଅନୁବାଦ :