ଅର୍ଥ : ଭୀଲଙ୍କ ପରି ଚାଲି ଚଳଣି ହୋଇଥିବା ଗୋଟିଏ ଜଙ୍ଗଲୀ ଜନଜାତି
ଉଦାହରଣ :
ଏହି ବଣରେ କିଛି ଧାଙ୍କ ବସ୍ତି ରହିଛି
ସମକକ୍ଷ :
ଧାଁକ
ଅନ୍ୟ ଭାଷାରେ ଅନୁବାଦ :
एक जंगली जनजाति जिनका रहन-सहन भीलों के समान होता है।
इन वन्य क्षेत्रों में धाँक की कई बस्तियाँ है।
धाँक
A social division of (usually preliterate) people.
folk,
tribe