ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମାତ୍ମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମାତ୍ମା   ବିଶେଷ୍ୟ

ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି

ଉଦାହରଣ : ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ

ସମକକ୍ଷ : ଧର୍ମବନ୍ତ, ଧାର୍ମିକ, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟବାନ, ପୁଣ୍ୟାତ୍ମା


ଅନ୍ୟ ଭାଷାରେ ଅନୁବାଦ :

पुण्य करनेवाला व्यक्ति या वह जो पुण्य करता हो।

आधुनिक युग में भी पुण्यात्माओं की कमी नहीं है।
धर्मात्मा, पुण्य कर्ता, पुण्यकर्मा, पुण्यकर्मी, पुण्यवान, पुण्यवान्, पुण्यात्मा, समाहित

ଧର୍ମାତ୍ମା   ବିଶେଷଣ

ଅର୍ଥ : ପୁଣ୍ୟ କରିବା ଲୋକ ବା ଯେ ପୁଣ୍ୟ କରେ

ଉଦାହରଣ : ପୁଣ୍ୟାତ୍ମା ବ୍ୟକ୍ତିଙ୍କ ଜୀବନ ଆନନ୍ଦମୟ ହୋଇଥାଏ

ସମକକ୍ଷ : ପୁଣ୍ୟବାନ, ପୁଣ୍ୟାତ୍ମା


ଅନ୍ୟ ଭାଷାରେ ଅନୁବାଦ :

पुण्य करने वाला या जो पुण्य करता हो।

पुण्यात्मा व्यक्ति का जीवन आनंदित रहता है।
अशठ, धर्मात्मा, पुण्यकर्ता, पुण्यकर्मा, पुण्यकर्मी, पुण्यवान, पुण्यवान्, पुण्यात्मा, सधर्म, सधर्मक, सहधर्म, साधर्म

ଅର୍ଥ : ଯାହାଙ୍କର ଧର୍ମରେ ପ୍ରବୃତ୍ତି ଅଛି ବା ଯେ ଧର୍ମ ଅନୁସାରେ କାର୍ଯ୍ୟ କରେ

ଉଦାହରଣ : ଧାର୍ମିକ ବ୍ୟକ୍ତି ବିପତ୍ତିରେ ମଧ୍ୟ ନିଜ ଧର୍ମ ଛାଡ଼େନାହିଁ

ସମକକ୍ଷ : ଧର୍ମନିଷ୍ଠ, ଧର୍ମପରାୟଣ, ଧାର୍ମିକ


ଅନ୍ୟ ଭାଷାରେ ଅନୁବାଦ :

जिसकी धर्म में प्रवृत्ति हो या जो धर्म के अनुसार रहता हो।

धार्मिक व्यक्ति विपत्ति में भी अपना धर्म नहीं छोड़ता।
अक़ीदतमंद, अक़ीदतमन्द, अकीदतमंद, अकीदतमन्द, धर्म-परायण, धर्मनिष्ठ, धर्मपति, धर्मपरायण, धर्मशील, धर्मात्मा, धर्मी, धार्मिक, सुधर्मी

Concerned with sacred matters or religion or the church.

Religious texts.
A member of a religious order.
Lords temporal and spiritual.
Spiritual leaders.
Spiritual songs.
religious, spiritual

ଅର୍ଥ : ନିୟମିତ ଭାବରେ ପୂଜାପାଠ, ଜପଆଦି ଧାର୍ମିକ କାର୍ଯ୍ୟ କରୁଥିବା ବ୍ୟକ୍ତି

ଉଦାହରଣ : ମୋର ବୁଢ଼ାବାପା ଜଣେ ଧର୍ମାତ୍ମା ବ୍ୟକ୍ତି, ସେ ନିୟମିତ ଭାବରେ ପୂଜାପାଠ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

नियमित रूप से पूजा-पाठ,जप आदि धार्मिक कृत्य करनेवाला।

मेरे दादाजी एक नेमी व्यक्ति हैं,वे नियमित रूप से पूजा पाठ करते हैं।
नेमी