ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧର୍ମ ଉପଦେଶିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧର୍ମ ଉପଦେଶିକା   ବିଶେଷ୍ୟ

ଅର୍ଥ : ଧର୍ମ ଶିକ୍ଷା ଦେଉଥିବା ସ୍ତ୍ରୀ

ଉଦାହରଣ : ଏହି ବାଳିକା ବିଦ୍ୟାଳୟରେ ମାସକୁ ଦିନେ ଜଣେ ଧର୍ମ ଶିକ୍ଷିକା ଆସି ଧର୍ମ ସମ୍ବନ୍ଧୀୟ ଉପଦେଶ ଦେଇଥାନ୍ତି

ସମକକ୍ଷ : ଧର୍ମ ଗୁରୁମାତା, ଧର୍ମ ଶିକ୍ଷିକା, ଧର୍ମାଚାର୍ଯ୍ୟା


ଅନ୍ୟ ଭାଷାରେ ଅନୁବାଦ :

धर्म की शिक्षा देने वाली स्त्री।

इस बालिका विद्यालय में महीने में एक दिन एक धर्मशिक्षिका आकर धर्म संबंधी उपदेश देती हैं।
धर्म-आचार्या, धर्म-उपदेशिका, धर्म-शिक्षिका, धर्मशिक्षिका, धर्माचार्या, धर्मोपदेशिका