ଅର୍ଥ : ଧନୀ ବା ଧନବାନ ଭଳିଆ ବା ଯାହାଠାରେ ଧନିକ ଆଚରଣ ଥାଏ
ଉଦାହରଣ :
ନବାବଙ୍କ ଧନିକ ସ୍ୱଭାବ ତାଙ୍କ ପ୍ରତ୍ୟେକ ହରକତରୁ ସାବ୍ୟସ୍ତ ହେଉଛି
ସମକକ୍ଷ : ଧନିକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ
ଉଦାହରଣ :
ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ
ସମକକ୍ଷ : ଐଶ୍ୱର୍ଯ୍ୟଶାଳୀ, ଧନବନ୍ତ, ଧନାଢ଼୍ୟ, ଧନୀ, ସମ୍ପତ୍ତିବାନ
ଅନ୍ୟ ଭାଷାରେ ଅନୁବାଦ :
जिसके पास धन-दौलत हो या जो धन से संपन्न हो।
धनी व्यक्ति का स्वभाव फलदार वृक्ष जैसे होना चाहिए।Possessing material wealth.
Her father is extremely rich.