ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧଇଁସଇଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧଇଁସଇଁ   ବିଶେଷ୍ୟ

ଅର୍ଥ : ପରିଶ୍ରମ କରିବା, ଦଉଡ଼ିବା କାରଣରୁ ଖୁବଜୋରରେ ଏବଂ ଶୀଘ୍ରଶୀଘ୍ର ଶ୍ୱାସ ନେବାର ପ୍ରକ୍ରିୟା

ଉଦାହରଣ : ଅନବରତ ଦଉଡ଼ିବା ଯୋଗୁଁ ସେ ଧଇଁସଇଁ ହେଉଥିଲା

ଅର୍ଥ : ଧଇଁସଇଁ ହେବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଆଈମା ଧଇଁସଇଁରୁ ଆରାମ ପାଇବା ପାଇଁ ବସିପଡ଼ିଲେ


ଅନ୍ୟ ଭାଷାରେ ଅନୁବାଦ :

हाँफने की क्रिया या भाव।

दादी हँफनी से राहत पाने के लिए बैठ गईं।
हँफनी, हंफनी, हाँफा, हाँफी

An act of forcible exhalation.

huffing, puffing, snorting