ଅର୍ଥ : ଈର୍ଷାରେ ପୂର୍ଣ୍ଣହେବାର ଅବସ୍ଥା ବା ଭାବ
ଉଦାହରଣ :
ଈର୍ଷାଳୁତା କାରଣରୁ ମୋହନ ନିଜେ ତା’ର ବଡ଼ ଭାଇଘରେ ନିଆଁ ଲଗାଇଦେଲା
ସମକକ୍ଷ : ଈର୍ଷାପୂର୍ଣ୍ଣତା, ଈର୍ଷାଳୁତା
ଅନ୍ୟ ଭାଷାରେ ଅନୁବାଦ :
ईर्ष्या से पूर्ण होने की अवस्था या भाव।
ईर्ष्यालुता के कारण मोहन ने अपने अमीर भाई के घर में आग लगा दी।