ଅର୍ଥ : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
ଉଦାହରଣ :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
ସମକକ୍ଷ :
ଅସ୍ଥିର, ଆନ୍ଦୋଳିତ, ଚଞ୍ଚଳ
ଅନ୍ୟ ଭାଷାରେ ଅନୁବାଦ :
ठीक या एक स्थिति में न रहनेवाला अथवा जो कभी इधर होता हो और कभी उधर।
कोई काम-धंधा न होने के कारण रमेश की स्थिति डाँवाडोल हो गई है।
डाँवाँडोल,
डाँवाडोल
Not settled or established.
An unsettled lifestyle.
unsettled