ଅର୍ଥ : ଗଣନାରେ ଦୁଇ ସ୍ଥାନରେ ଆସୁଥିବା
ଉଦାହରଣ :
ସରିତା ନାଁ ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛି
ସମକକ୍ଷ : ୨ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣକ ପରେ
ଉଦାହରଣ :
ଦ୍ୱିତୀୟ ଧାଡ଼ିରେ ଠିଆହୋଇଥିବା ପିଲାମାନଙ୍କ ଡ୍ରେସ୍ ହଳଦିଆ ରଙ୍ଗର ଥିଲା
ଅନ୍ୟ ଭାଷାରେ ଅନୁବାଦ :
Every second one of a series.
The cleaning lady comes on alternate Wednesdays.