ଅର୍ଥ : ଏକ ପ୍ରକାର ସମାସ ଯେଉଁଥିରେ ଦୁଇ ପଦଯାକ ପ୍ରଧାନ ହୋଇଥାଏ ଏବଂ ସେଗୁଡ଼ିକର ଗୋଟିଏ କ୍ରିୟାସହିତ ଅନ୍ୱୟ ହୋଇଥାଏ
ଉଦାହରଣ :
ମାତା-ପିତା, ରାଜା-ରାଣୀ ଆଦି ଦ୍ୱନ୍ଦ ସମାସର ଉଦାହରଣ
ସମକକ୍ଷ : ଦ୍ୱନ୍ଦ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का समास जिसमें दोनों पद प्रधान होते हैं और उनका अन्वय एक ही क्रिया के साथ होता है।
माता-पिता,राजा-रानी आदि द्वंद्व के उदाहरण हैं।