ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ରବଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ରବଣୀୟ   ବିଶେଷ୍ୟ

ଅର୍ଥ : ଯେଉଁ ପଦାର୍ଥ ମିଳେଇଯାଏ

ଉଦାହରଣ : ଚିନି,ଲୁଣ ଆଦି ଦ୍ରବଣୀୟ ପଦାର୍ଥ

ସମକକ୍ଷ : ଦ୍ରାବ୍ୟ


ଅନ୍ୟ ଭାଷାରେ ଅନୁବାଦ :

वह पदार्थ जो घुलनशील हो।

विलेयों में चीनी, नमक आदि आते हैं।
विलेय, विलेय पदार्थ

ଦ୍ରବଣୀୟ   ବିଶେଷଣ

ଅର୍ଥ : ଯାହା କୌଣସି ତରଳ ପଦାର୍ଥରେ ମିଶିଯାଏ

ଉଦାହରଣ : ଚିନି, ଲୁଣ ଆଦି ଦ୍ରବଣୀୟ ପଦାର୍ଥ

ସମକକ୍ଷ : ଦ୍ରାବ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो किसी द्रव पदार्थ में घुल जाए।

शक्कर,नमक आदि घुलनशील पदार्थ हैं।
गलनशील, गलाऊ, घुलनशील, विलेय

(of a substance) capable of being dissolved in some solvent (usually water).

soluble

ଅର୍ଥ : ଯାହା ସହଜରେ ସିଝିଯାଏ

ଉଦାହରଣ : ଦୋକାନୀ କହିଲା ଯେ, ଏହି ଡାଲି ଟିକେ ଦାମିକିଆ କିନ୍ତୁ ସହଜସିଦ୍ଧ

ସମକକ୍ଷ : ସହଜସିଦ୍ଧ


ଅନ୍ୟ ଭାଷାରେ ଅନୁବାଦ :

गलनेवाला या जो गल जाए।

दुकानदार ने कहा कि यह दाल थोड़ी महँगी है लेकिन गलाऊ है।
गलनशील, गलाऊ