ଅର୍ଥ : ପୁରାଣରେ ବର୍ଣ୍ଣିତ ପକ୍ଷୀ ଯେ ଭଗବାନ ବିଷ୍ଣୁଙ୍କ ବାହାନ
ଉଦାହରଣ :
ଗରୁଡ ମଧ୍ୟ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ
ସମକକ୍ଷ : ଅମୃତାହରଣ, ଅରୁଣାଗ୍ରଜ, ଗରୁଡ
ଅନ୍ୟ ଭାଷାରେ ଅନୁବାଦ :
पुराणों में वर्णित भगवान विष्णु का वाहन एक पक्षी।
गरुड़ भगवान विष्णु के परम भक्त भी हैं।A supernatural eagle-like being that serves as Vishnu's mount.
garuda