ଅର୍ଥ : ଗତି, ବୁଦ୍ଧି, କାମଧନ୍ଦାଆଦିର ସୀମା
ଉଦାହରଣ :
ଏହା କହିବା ମୁସ୍କିଲ ଯେ ପିଲାମାନଙ୍କର ବୁଦ୍ଧିର ପହଞ୍ଚ କେଉଁ ପର୍ଯ୍ୟନ୍ତ
ସମକକ୍ଷ : ପହଁଞ୍ଚ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଦୌଡ଼ାଯାଏ
ଉଦାହରଣ :
ରମେଶ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା
ସମକକ୍ଷ : ଦୌଡ଼ ପ୍ରତିଯୋଗିତା, ରେସ
ଅନ୍ୟ ଭାଷାରେ ଅନୁବାଦ :
वह प्रतियोगिता जिसमें प्रतियोगियों को दौड़ाया जाता है।
रमेश दौड़ प्रतियोगिता में प्रथम रहा।