ଅର୍ଥ : ଯେଉଁ ନ୍ୟାୟାଳୟରେ ସମ୍ପତ୍ତି ବା ଅର୍ଥ ସମ୍ବନ୍ଧୀୟ ମକଦ୍ଦମା ବିଚାର ହୁଏ
ଉଦାହରଣ :
ଦେୱାନୀ ଅଦାଲତରେ ତାଙ୍କର ଗୋଟିଏ ମକଦ୍ଦମା ଚାଲିଛି
ସମକକ୍ଷ : ଦେୱାନୀ ଅଦାଲତ, ଦେୱାନୀ କୋର୍ଟ, ଦେୱାନୀ ବିଚାରାଳୟ
ଅନ୍ୟ ଭାଷାରେ ଅନୁବାଦ :
वह न्यायालय जिसमें सम्पत्ति या अर्थ संबंधी मुकदमों पर विचार होता है।
उसका एक मुकदमा दीवानी में चल रहा है।An assembly (including one or more judges) to conduct judicial business.
court, judicature, tribunal