ଅର୍ଥ : ନିଜ ଦେଶ ପ୍ରତି ଦ୍ରୋହ କରିଥିବା ବ୍ୟକ୍ତି
ଉଦାହରଣ :
ସତର୍କତାର ସହ ଦେଶଦ୍ରୋହୀମାନଙ୍କ ଚକ୍ରାନ୍ତକୁ ପଣ୍ଡ କରିଦିଆଗଲା
ସମକକ୍ଷ : ରାଷ୍ଟ୍ରଦ୍ରୋହୀ
ଅନ୍ୟ ଭାଷାରେ ଅନୁବାଦ :
वह जिसने देश के प्रति द्रोह किया हो।
सतर्कता से देशद्रोहियों की साजिश को नाकाम किया जा सकता है।ଅର୍ଥ : ଯେ ଦେଶପ୍ରତି ଦ୍ରୋହ କରିଛି
ଉଦାହରଣ :
ଦେଶଦ୍ରୋହୀ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ମିଳିବା ଉଚିତ
ସମକକ୍ଷ : ରାଷ୍ଟ୍ରଦ୍ରୋହୀ
ଅନ୍ୟ ଭାଷାରେ ଅନୁବାଦ :
जिसने देश के प्रति द्रोह किया हो।
देशद्रोही व्यक्ति को मौत की सज़ा मिलनी चाहिए।