ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେବାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେବାଳିଆ   ବିଶେଷ୍ୟ

ଅର୍ଥ : ମନୁଷ୍ୟର ସେହି ଅର୍ଥହୀନ ଅବସ୍ଥା ଯେତେବେଳେ ଋଣ ସୁଝିବାପାଇଁ କିଛି ବି ପାଖରେ ନଥାଏ

ଉଦାହରଣ : ବ୍ୟବସାୟରେ କ୍ଷତି ହେବା କାରଣରୁ ମହାଜନ ଦେବାଳିଆ ହୋଇଗଲେ


ଅନ୍ୟ ଭାଷାରେ ଅନୁବାଦ :

महाजन या व्यापारी की वह स्थिति जिसमें वह विधिवत यह घोषणा करता है कि मेरे पास अब ऋण चुकाने के लिए पर्याप्त धन नहीं है।

धंधे में घाटा होने के कारण महाजन ने स्वयं को दिवाला घोषित कर दिया।
दिवाला, दिवालिया, दीवाला, दीवालिया

Inability to discharge all your debts as they come due.

The company had to declare bankruptcy.
Fraudulent loans led to the failure of many banks.
bankruptcy, failure

ଦେବାଳିଆ   ବିଶେଷଣ

ଅର୍ଥ : ଋଣ ଶୁଝିବାପାଇଁ ଯାହାଙ୍କ ପାଖରେ କିଛିବି ରହି ଯାଇନାହିଁ

ଉଦାହରଣ : ବିଚାରାଳୟ ଦ୍ୱାରା ରାମୁକୁ ଦେବାଳିଆ ଘୋଷିତ କରିଦିଆଯାଇଛି


ଅନ୍ୟ ଭାଷାରେ ଅନୁବାଦ :

जिसके पास ऋण चुकाने के लिए कुछ भी न रह गया हो।

रामू को न्यायालय ने दिवालिया घोषित कर दिया है।
कर्जबाजारी, क़र्ज़बाज़ारी, दामासाह, दिवालिया, दीवालिया

Unable to meet or discharge financial obligations.

An insolvent person.
An insolvent estate.
insolvent