ଅର୍ଥ : ଦେଖିବାର ପ୍ରକ୍ରିୟା
ଉଦାହରଣ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ସମକକ୍ଷ : ଅବଲୋକନ କରିବା, ଚାହିଁବା, ଦର୍ଶନ କରିବା
ଅନ୍ୟ ଭାଷାରେ ଅନୁବାଦ :
The act of directing the eyes toward something and perceiving it visually.
He went out to have a look.ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ଉଦାହରଣ :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ସମକକ୍ଷ : ଅବଲୋକନ କରିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.ଅର୍ଥ : ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର ରୂପ ରଙ୍ଗ ଏବଂ ଆକାର ପ୍ରକାରଆଦିର ଜ୍ଞାନ ପ୍ରାପ୍ତ କରିବା
ଉଦାହରଣ :
ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
ସମକକ୍ଷ : ନିରେଖେଇବା
ଅନ୍ୟ ଭାଷାରେ ଅନୁବାଦ :
दृष्टि-शक्ति अथवा नेत्रों से किसी चीज का ज्ञान प्राप्त करना या आँखों से किसी व्यक्ति या पदार्थ आदि के रूप-रंग और आकार-प्रकार आदि का ज्ञान प्राप्त करना।
श्याम गौर से महात्मा गाँधी की तस्वीर को देख रहा था।ଅର୍ଥ : ଉଦାହରଣ ରୂପରେ ନେବା
ଉଦାହରଣ :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
ସମକକ୍ଷ : ନେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ଉଦାହରଣ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ସମକକ୍ଷ : ଦାୟିତ୍ୱନେବା, ଯତ୍ନନେବା, ସମ୍ଭାଳିବା
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।ଅର୍ଥ : କୌଣସି ଜିନିଷ ଆଦି ବିଷୟରେ ନିଶ୍ଚିତ ହେବା
ଉଦାହରଣ :
ମୁଁ ସକାଳେ ବାହାରିବା ଆଗରୁ ଦେଖେ ଯେ କୋଠରୀର ଝରକା, କବାଟ ବନ୍ଦ ଅଛି ବା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
किसी चीज आदि के बारे में निश्चित होना।
मैं सुबह निकलने से पहले देखता हूँ कि कमरे के खिड़की,दरवाजे बंद हैं या नहीं।ଅର୍ଥ : କୌଣସି ବସ୍ତୁ ଉପରେ ଧ୍ୟାନ ରଖିବା ଯାହାଦ୍ୱାରା ତାହା ଖରାପ ହୋଇଯିବା ବା ଏପଟ-ସେପଟ ହୋଇନପାରେ
ଉଦାହରଣ :
ଚୁଲିରେ ବସିଥିବା ଦୁଧକୁ ଦେଖ, ଯେପରି ଉତୁରି ନ ଯାଏ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु पर ध्यान रखना जिससे वह बिगड़ने या इधर-उधर न होने पावे।
चूल्हे पर रखे हुए दूध को देखो, कहीं गिर न जाए।Follow with the eyes or the mind.
Keep an eye on the baby, please!.ଅର୍ଥ : କୌଣସି ବସ୍ତୁ ଆଦି ବିଷୟରେ ପଚାରି ବୁଝିବା
ଉଦାହରଣ :
ରେଳଗାଡି ଠିକ୍ ସମୟରେ ଚାଲୁଛି ନା ନାହିଁ ଦେଖ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିରୀକ୍ଷଣ କରିବା
ଉଦାହରଣ :
ଆପଣ ଦେଖିଲେ ନା ଆଜିକାଲିର ପିଲାମାନେ କିପରି ବ୍ୟବହାର କରୁଛନ୍ତି?
ଅର୍ଥ : ନିରୀକ୍ଷଣ କରିବା
ଉଦାହରଣ :
ମୁଁ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଦେଖିଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେଖା ଦେବା
ଉଦାହରଣ :
ଆକାଶରେ ତାରାସବୁ ଆସ ଦେଖିବା ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ
ସମକକ୍ଷ : ଦୃଷ୍ଟିଗୋଚର ହେବା
ଅନ୍ୟ ଭାଷାରେ ଅନୁବାଦ :
आँखों से दृष्टिगत होना।
आकाश में तारे दिख रहे हैं।Have a certain outward or facial expression.
How does she look?.