ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଷ୍ଟିବିଭ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଷ୍ଟିବିଭ୍ରମ   ବିଶେଷ୍ୟ

ଅର୍ଥ : ଦେଖିବାରେ ହେଉଥିବା ଭ୍ରମ ଯେଉଁଥିପାଇଁ ଏକ ବସ୍ତୁ ଅନ୍ୟକିଛି ଭଳି ଲାଗେ

ଉଦାହରଣ : ରଜ୍ଜୁକୁ ଦେଖି ବେଳେବେଳେ ସର୍ପର ଦୃଷ୍ଟିଭ୍ରମ ହୁଏ

ସମକକ୍ଷ : ଦୃଷ୍ଟିଭ୍ରମ


ଅନ୍ୟ ଭାଷାରେ ଅନୁବାଦ :

देखने में होनेवाला भ्रम जिसमें जो वस्तु आदि है वह न लगकर कुछ और लगती है।

दृष्टिभ्रम के कारण वह रस्सी को साँप समझ बैठा।
दृष्टिभ्रम, दृष्टिविभ्रम

An optical phenomenon that results in a false or deceptive visual impression.

optical illusion