ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂରେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂରେଇବା   କ୍ରିୟାପଦ

ଅର୍ଥ : କୌଣସି ବିଷୟର ଉନ୍ମୁଳନ କରିବା ବା ସବୁଦିନ ପାଇଁ ହଟେଇଦେବା

ଉଦାହରଣ : ରାଜାରାମମୋହନ ରାୟ ସତୀପ୍ରଥାକୁ ସମାଜରୁ ହଟାଇଥିଲେ

ସମକକ୍ଷ : ମୂଳପୋଛ କରିବା, ହଟାଇବା


ଅନ୍ୟ ଭାଷାରେ ଅନୁବାଦ :

उन्मूलन करना या सदा के लिए हटा देना।

राजा राममोहन राय ने सती प्रथा को समाज से मिटा दिया।
मिटाना

Remove from memory or existence.

The Turks erased the Armenians in 1915.
erase, wipe out