ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୂରର ବସ୍ତୁସମୂହର ଛବିକୁ ବଡକରି ଦେଖାଇପାରୁଥିବା ଗୋଟିଏ ଯନ୍ତ୍ର
ଉଦାହରଣ : ମୁମ୍ବେଇର ତାରାଗୃହରେ ଆକାଶର ଗ୍ରହ, ନକ୍ଷତ୍ରଆଦିକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଲାଗିଛି
ସମକକ୍ଷ : ଟେଲିସ୍କୋପ୍, ଦୂରବୀକ୍ଷଣ ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
दूर की वस्तुओं की छवि को बड़ा करके दिखाने वाला एक यंत्र।
A magnifier of images of distant objects.
ସଂସ୍ଥାପନ କରନ୍ତୁ