ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଶ୍ଚରିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଶ୍ଚରିତ୍ର   ବିଶେଷଣ

ଅର୍ଥ : ଯେ ବ୍ୟଭିଚାର କରେ

ଉଦାହରଣ : ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ

ସମକକ୍ଷ : କାମୁକ, ଚରିତ୍ରହୀନ, ବ୍ୟଭିଚାରୀ


ଅନ୍ୟ ଭାଷାରେ ଅନୁବାଦ :

जो व्यभिचार करता हो।

आदिवासियों ने एक व्यभिचारी कर्मचारी को पकड़कर बहुत ही पीटा।
अन्यग, अन्यगामी, अय्याश, ऐयाश, कामी, कामुक, ज़िनाकार, जिनाकार, दुश्चरित, पारदारिक, बदकार, बदचलन, व्यभिचारी

Not faithful to a spouse or lover.

Adulterous husbands and wives.
A two-timing boyfriend.
adulterous, cheating, two-timing

ଅର୍ଥ : ଖରାପ ବା ନିନ୍ଦନୀୟ ଚରିତ୍ରର

ଉଦାହରଣ : ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ

ସମକକ୍ଷ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଭ୍ରଷ୍ଟ, ଭ୍ରଷ୍ଟାଚାରୀ


ଅନ୍ୟ ଭାଷାରେ ଅନୁବାଦ :

Unrestrained by convention or morality.

Congreve draws a debauched aristocratic society.
Deplorably dissipated and degraded.
Riotous living.
Fast women.
debauched, degenerate, degraded, dissipated, dissolute, fast, libertine, profligate, riotous