ଅର୍ଥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦାହରଣ :
ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ସମକକ୍ଷ : ଅସୁଖ, କଷ୍ଟ, କ୍ଳେଶ, ଦୁଃଖ, ଶୋକ
ଅନ୍ୟ ଭାଷାରେ ଅନୁବାଦ :
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
दुख में ही प्रभु की याद आती है।