ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଆରବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଆରବନ୍ଧ   ବିଶେଷ୍ୟ

ଅର୍ଥ : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ

ଉଦାହରଣ : ବଢ଼େଇ ଚୌକାଠରେ କବାଟ ଲଗାଉଛି

ସମକକ୍ଷ : ଚୌକାଠ


ଅନ୍ୟ ଭାଷାରେ ଅନୁବାଦ :

चार लकड़ियों का वह ढाँचा जिसमें किवाड़ लगे होते हैं।

बढ़ई चौखट में किवाड़ लगा रहा है।
चौकठ, चौखट, दरवाज़ा, दरवाजा

The enclosing frame around a door or window opening.

The casings had rotted away and had to be replaced.
case, casing

ଅର୍ଥ : ଦ୍ବାରର ଚୌକାଠର ବାଜୁ ଦୁଇଟିରେ ଲାଗିଥିବା ଲଂବା କାଠ

ଉଦାହରଣ : ଦୁଆରବନ୍ଧରେ କବାଟ ଲଗାହୁଏ


ଅନ୍ୟ ଭାଷାରେ ଅନୁବାଦ :

द्वार की चौखट के दोनों ओर के बाजू की खड़ी लंबी लकड़ी।

अलीन में किवाड़ लगाते हैं।
अलीन

ଅର୍ଥ : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ

ଉଦାହରଣ : ଦୁଆରବନ୍ଧ ଉପରେ ବସିବା ଅଶୁଭ

ସମକକ୍ଷ : ଏରୁଣ୍ଡି, ଏରୁଣ୍ଡିବନ୍ଧ


ଅନ୍ୟ ଭାଷାରେ ଅନୁବାଦ :

द्वार के चौखट के नीचे वाली लकड़ी या पत्थर जो ज़मीन पर रहती है।

देहरी पर बैठना अशुभ माना जाता है।
आस्ताँ, आस्तान, चौकठ, चौखट, डेहरी, दहलीज, दहलीज़, देहरी, देहली, द्वारपिंडी, द्वारपिण्डी

The sill of a door. A horizontal piece of wood or stone that forms the bottom of a doorway and offers support when passing through a doorway.

doorsill, doorstep, threshold