ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଃଖଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଃଖଦ   ବିଶେଷଣ

ଅର୍ଥ : ଯାହା ଦୁଃଖରେ ଭରା

ଉଦାହରଣ : ହିନ୍ଦୁ ବିଧବାର ଜୀବନ ଦୁଃଖମୟ

ସମକକ୍ଷ : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖପୂର୍ଣ୍ଣ, ଦୁଃଖଭରା, ଦୁଃଖମୟ


ଅନ୍ୟ ଭାଷାରେ ଅନୁବାଦ :

जो दुख से भरा हो।

हिंदू विधवा का जीवन दुखमय होता है।
मुझसे वह करुण दृश्य देखा नहीं गया।
करुण, कष्टपूर्ण, कष्टभरा, कष्टमय, दुःखद, दुखद, दुखपूर्ण, दुखभरा, दुखमय

Causing or marked by grief or anguish.

A grievous loss.
A grievous cry.
Her sigh was heartbreaking.
The heartrending words of Rabin's granddaughter.
grievous, heartbreaking, heartrending

ଅର୍ଥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା

ଉଦାହରଣ : ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ

ସମକକ୍ଷ : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ


ଅନ୍ୟ ଭାଷାରେ ଅନୁବାଦ :

जिससे दुख पहुँचे या दुख देनेवाला।

यह बहुत ही दुखद बात है कि तुम अपने माता-पिता की सेवा नहीं करते।
अफसोसजनक, अफ़सोसजनक, अरुंतुद, अरुन्तुद, कष्टदायक, कष्टदायी, खेदजनक, तोद, दुःखद, दुःखदाई, दुखकर, दुखद, दुखदायी, दुखप्रद

Causing physical discomfort.

Bites of black flies are more than irritating; they can be very painful.
irritating, painful