ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୁରାଣ ଅନୁସାରେ ଆଠଦିଗରୁ ପୃଥିବୀକୁ ଚାପି ଧରିଥିବା ଏବଂ ତାର ସୁରକ୍ଷା କରୁଥିବା ଆଠଟି ହାତୀ
ଉଦାହରଣ : ଐରାବତ ନାମକ ଦିଗ୍ଗଜ ପୂର୍ବ ଦିଗର ସୁରକ୍ଷା କରେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पुराणानुसार वे आठों गज जो आठों दिशाओं में पृथ्वी को दबाये रखते हुए उन दिशाओं की रक्षा करते हैं।
An imaginary being of myth or fable.
ଅର୍ଥ : ବହୁତ ବଡ଼,ଜଣାଶୁଣା ବା ଓଜନିଆ
ଉଦାହରଣ : ଆଞ୍ଚଳିକ କୁସ୍ତି ପ୍ରତିଯୋଗିତାରେ ବହୁତ ଦିଗ୍ଗଜ ପହିଲିମାନ ଭାଗ ନେଉଛନ୍ତି
ସମକକ୍ଷ : ବିଖ୍ୟାତ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत बड़ा, जाना-माना या भारी।
ସଂସ୍ଥାପନ କରନ୍ତୁ