ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାରୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାରୁଣ   ବିଶେଷଣ

ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା

ଉଦାହରଣ : ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି

ସମକକ୍ଷ : କରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ


ଅନ୍ୟ ଭାଷାରେ ଅନୁବାଦ :

मन को बहुत अधिक कष्ट पहुँचानेवाला।

हत्या जैसी हृदय-विदारक घटनाएँ आजकल आम हो गयी हैं।
अंतःशल्य, अन्तःशल्य, मर्मघाती, मर्मभेदी, मार्मिक, हृदय भंजक, हृदय विदारक, हृदय-विदारक

Keenly distressing to the mind or feelings.

Poignant anxiety.
poignant

ଅର୍ଥ : ଯାହା ବିଦାରକ ବା ଶେଷକରିଦେଇପାରେ

ଉଦାହରଣ : ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା

ସମକକ୍ଷ : ଘୋର, ଭୀଷଣ, ଭୟଙ୍କର


ଅନ୍ୟ ଭାଷାରେ ଅନୁବାଦ :

जो विदारक या फाड़नेवाला हो।

राम के वनवास जाने पर राजा दशरथ वियोग का यह दारुण दुःख सह नहीं सके और उनकी मृत्यु हो गई।
घोर, दारुण, भयंकर, भयङ्कर, भीषण