ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନ୍ତକାଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନ୍ତକାଠି   ବିଶେଷ୍ୟ

ଅର୍ଥ : କେତେକ ଗଛର ସରୁ ଡାଳ ଯାହାକୁ ଦାନ୍ତ ସଫାକରିବା ନିମନ୍ତେ ଉପଯୋଗ କରାଯାଏ

ଉଦାହରଣ : ନିମ୍ବ, ବବୁଲ ଆଦିର ଦାନ୍ତକାଠି ଦାନ୍ତ ନିମନ୍ତେ ବହୁତ ଉପଯୋଗୀ


ଅନ୍ୟ ଭାଷାରେ ଅନୁବାଦ :

कुछ पेड़ों की पतली टहनियाँ जिनका उपयोग दाँत साफ करने के लिए किया जाता है।

नीम, बबूल आदि की दातुन दाँतों के लिए बहुत उपयोगी होती हैं।
दंतकाष्ठ, दतवन, दतुवन, दतौन, दातुन, दातून, दातौन, प्रभाती