ଅର୍ଥ : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି
ଉଦାହରଣ :
ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ
ସମକକ୍ଷ : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ
ଅର୍ଥ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
ଉଦାହରଣ :
ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
ଅନ୍ୟ ଭାଷାରେ ଅନୁବାଦ :