ଅର୍ଥ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
ଉଦାହରଣ :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
ସମକକ୍ଷ : ଚକଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
ଉଦାହରଣ :
ଭାଉଜ ଅଟା ଚକଟୁଛନ୍ତି
ସମକକ୍ଷ : ଚକଟିବା, ମର୍ଦ୍ଦନକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
ଉଦାହରଣ :
ସେ ସାପର ମୁଣ୍ଡକୁ ଦଳୁଛି
ସମକକ୍ଷ : ଚକଟିବା, ଛେଚିବା, ମର୍ଦ୍ଦନ କରିବା
ଅନ୍ୟ ଭାଷାରେ ଅନୁବାଦ :